ନବୀନ ଗ୍ୟାରେଣ୍ଟିର ୨୦ ନମ୍ବରରେ ଭାଷାକୁ ଗୁରୁତ୍ୱ

ଭୁବନେଶ୍ୱର : ନବୀନ ଗ୍ୟାରେଣ୍ଟିର ୨୦ ନମ୍ବରରେ ରହିଛି ଭାଷା ହିଁ ଭବିଷ୍ୟତ । ଓଡ଼ିଆ ଭାଷାର ବିକାଶ, ପ୍ରଚାର ଓ ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଗ୍ୟାରେଣ୍ଟି ଦେଇଛନ୍ତି । ନିର୍ବାଚନୀ ଇସ୍ତାହାରରେ ଭାଷାର ବିକାଶ ନେଇ ବିଜେଡିର ବିସ୍ତୃତ ସୂଚନା ଦିଆଯାଇଛି । ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । କିନ୍ତୁ ଭାଷାର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ମିଳିନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ …

ନବୀନ ଗ୍ୟାରେଣ୍ଟିର ୨୦ ନମ୍ବରରେ ଭାଷାକୁ ଗୁରୁତ୍ୱ Read More »