nandankanan zoo

ପାଣିକୁ ଖସିପଡ଼ିଲା ନନ୍ଦନକାନନ ରୋପ୍‌ୱେ, ଯାତ୍ରୀ ନଥିବାରୁ ଟଳିଗଲା ଅଘଟଣ

ବାରଙ୍ଗ: ନନ୍ଦନକାନନରେ ପାଣିକୁ ଖସିପଡ଼ିଲା ରୋପ୍‌ୱେ । ହଠାତ୍ ରୋପ୍ ଝୁଲିପଡ଼ିବାରୁ ସେଥିରେ ଲାଗିଥିବା ୬ଟି ଯାକ କ୍ୟାବିନ୍ କାଞ୍ଜିଆ ହ୍ରଦ ପାଣି ଭିତରକୁ ଖସିପଡ଼ିଥିଲା । ସୌଭାଗ୍ୟକୁ ସେତେବେଳେ କ୍ୟାବିନ୍‌ଗୁଡ଼ିକରେ କେହି ପର୍ଯ୍ୟଟକ ନଥିବାରୁ ବଡ଼ଧରଣର ଅଘଟଣ ଟଳିଯାଇଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ଘଟିଥିବା ଜଣାଯାଇଛି । ହେଲେ ଏହି ଖବରକୁ ନନ୍ଦନକାନନ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ନିୟମିତ ବ୍ୟବଧାନରେ ହେଉଥିବା ମରାମତି କାମ ପାଇଁ ରୋପ୍‌ୱେ ବନ୍ଦ ଥିଲା ବୋଲି …

ପାଣିକୁ ଖସିପଡ଼ିଲା ନନ୍ଦନକାନନ ରୋପ୍‌ୱେ, ଯାତ୍ରୀ ନଥିବାରୁ ଟଳିଗଲା ଅଘଟଣ Read More »

ଆରମ୍ଭ ହେଲା ‘ନାଇଟ୍ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଏଣିକି ରାତିରେ ବି ନନ୍ଦନକାନନ ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ । ବନ୍ୟପ୍ରାଣୀଙ୍କ ଚାଲିଚଳଣ ସହ ସେମାନେ ରହୁଥିବା ବାସସ୍ଥାନ ଦେଖିବାର ସୁଯୋଗ ପାଇବେ । ସେମାନଙ୍କ ଖାଦ୍ୟ ପାନୀୟ ସମ୍ପର୍କରେ ଜାଣିବେ । ରାତିରେ ବନ୍ୟଜନ୍ତୁମାନେ କିଭଳି ବ୍ୟବହାର ପ୍ରଦର୍ଶନ କରନ୍ତି ସେ ବିଷୟରେ ମଧ୍ୟ ଜାଣିବାର ସୁଯୋଗ ପାଇବେ ପର୍ଯ୍ୟଟକ । ତେଣୁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ ଆଟ୍ ଜୁ’ …

ଆରମ୍ଭ ହେଲା ‘ନାଇଟ୍ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମ Read More »

ଆସାମରୁ ନନ୍ଦନକାନନ ଆସିବେ ୪ପ୍ରଜାତିର ୧୬ ପ୍ରାଣୀ

ଭୁବନେଶ୍ୱର: ଆସାମର ଗୌହାଟି ଚିଡ଼ିଆଖାନାରୁ ୪ ପ୍ରଜାତିର ୧୬ଟି ପ୍ରାଣୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ । ଆସିବାକୁ ଥିବା ପ୍ରାଣୀଙ୍କ ମଧ୍ୟରେ ଅଛନ୍ତି ୩ ପ୍ରଜାତିର ବିରଳ ବିଲୁପ୍ତପ୍ରାୟ ପକ୍ଷୀ । ପକ୍ଷୀମାନଙ୍କ ମଧ୍ୟରେ ୪ଟି ବଡ଼ ହାଡ଼ଗିଳା, ୪ଟି ରୋଜି ପେଲିକାନ୍‌, ୪ଟି ଲମ୍ବା ବେକ ଶାଗୁଣା ଓ ଗଙ୍ଗା ନଦୀରେ ଦେଖାଯାଉଥିବା ବିରଳ ପ୍ରଜାତିର ୪ଟି ବଡ଼ କଇଁଚ । ଏ ସମସ୍ତ ପ୍ରାଣୀଙ୍କୁ ଆଣିବା ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଡ. …

ଆସାମରୁ ନନ୍ଦନକାନନ ଆସିବେ ୪ପ୍ରଜାତିର ୧୬ ପ୍ରାଣୀ Read More »

ନନ୍ଦନକାନନରୁ ସମ୍ବଲପୁରକୁ ଗଲେ ୮ କୃଷ୍ଣସାର

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ଗଲେ ୮ କୃଷ୍ଣସାର ମୃଗ । ଏଥିରେ ୪ଟି ମାଈ ଓ ୪ଟି ଅଣ୍ଡିରା କୃ୍‌ଷ୍ଣସାର ମୃଗ ରହିଛନ୍ତି । ଏହି ବିରଳ ପ୍ରଜାତିର କୃଷ୍ଣସାର ଭାରତରେ ବହୁତ କମ୍ ଦେଖାଯାଆନ୍ତି । ଓଡ଼ିଶାରେ କେବଳ ଗଂଜାମ ଜିଲ୍ଲାର କେତେକ ଜଂଗଲରେ ଦେଖିବାକୁ ମିଳନ୍ତି । ଏହି କୃଷ୍ଣସାର ପ୍ରତି ବଦଳରେ ସମ୍ବଲପୁର ଚିଡ଼ିଆଖାନାରୁ ନନ୍ଦନକାନ ଚିଡ଼ିଆଖାନାକୁ ୭ଟି ଚୌଶିଙ୍ଘା ଆସିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ …

ନନ୍ଦନକାନନରୁ ସମ୍ବଲପୁରକୁ ଗଲେ ୮ କୃଷ୍ଣସାର Read More »

RSS
Follow by Email
Scroll to Top
Close Bitnami banner
Bitnami