ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନବୀନ : କହିଲେ ସାଢ଼େ ୪ କୋଟି ମୋର ପରିବାର

ବ୍ରହ୍ମପୁର : ୨୦୨୪ ନିର୍ବାଚନ ମହାସମର ନିମନ୍ତେ ଆଜି ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ବିଧିବଦ୍ଧ ଭାବରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏଠାରେ ବିଜୟର ଶଙ୍ଖନାଦ କରି ପ୍ରଚାର ଅନୁକୂଳ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହିତ ଦଳର ବରିଷ୍ଠ ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ହିଞ୍ଜିଳି ଗସ୍ତ କରିଛନ୍ତି । ପୂର୍ବାହ୍ନ ସାଢେ ୧୦ଟା ରେ ହିଞ୍ଜିଳିରେ ପହଞ୍ôଚ ଜନ ସମାବେଶରେ …

 ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନବୀନ : କହିଲେ ସାଢ଼େ ୪ କୋଟି ମୋର ପରିବାର Read More »