ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ଦେବେ

ଭୁବନେଶ୍ୱର: ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର । ମୁଁ ସେମାନଙ୍କ ସେବା କରି ଆସୁଛି । ସୁଖରେ ଦୁଃଖରେ ମୁଁ ସବୁବେଳେ ସେମାନଙ୍କ ସାଥୀରେ ଅଛି । ତେଣୁ ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ହିଁ ଦେବେ । ଏପରି କହି ବିରୋଧୀଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବାତ୍ୟାରେ ସବୁବେଳେ …

ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ଦେବେ Read More »