ଏନଏଚ-୫୫ ଶୋଚନୀୟ ଯୋଗୁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ସୁବିଧା

ଭୁବନେଶ୍ୱର: ଏନଏଚ-୫୫ର ଅବ୍ୟବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା । ସାରା ରାଜ୍ୟ ଲକ୍ଷ୍ମୀ ବସର ସୁଫଳ ପାଉଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଲୋକମାନେ ଏହି ସେବାରୁ ବଞ୍ଚିତ ହେଉଛନ୍ତି । ଅତ୍ୟାଧୁନିକ ଏସି ବିଶିଷ୍ଟ ଲକ୍ଷ୍ମୀ ବସରେ ବି ଆରାମଦାୟକ ଯାତ୍ରା କରିପାରୁନାହାନ୍ତି ଲୋକେ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଭିନ୍ନ ଜିଲାରେ ଚାଲୁଛି ୧୬୦୦ରୁ ଅଧିକ ବସ …

ଏନଏଚ-୫୫ ଶୋଚନୀୟ ଯୋଗୁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ସୁବିଧା Read More »