mp sasmit patra

ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣ ନ କରିବାକୁ ଅନୁରୋଧ

ଭୁବନେଶ୍ୱର: ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣ ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛି ବିଜେଡ଼ି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୌଣସି କାର୍ଯ୍ୟବଶତଃ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି । ହେଲେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବିଭ୍ରାନ୍ତିକର ଖବର ବାରମ୍ବାର ପ୍ରସାରଣ କରୁଛନ୍ତି । ଏପରି …

ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣ ନ କରିବାକୁ ଅନୁରୋଧ Read More »

ଏନଏଚ-୫୫ ଶୋଚନୀୟ ଯୋଗୁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ସୁବିଧା

ଭୁବନେଶ୍ୱର: ଏନଏଚ-୫୫ର ଅବ୍ୟବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା । ସାରା ରାଜ୍ୟ ଲକ୍ଷ୍ମୀ ବସର ସୁଫଳ ପାଉଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଲୋକମାନେ ଏହି ସେବାରୁ ବଞ୍ଚିତ ହେଉଛନ୍ତି । ଅତ୍ୟାଧୁନିକ ଏସି ବିଶିଷ୍ଟ ଲକ୍ଷ୍ମୀ ବସରେ ବି ଆରାମଦାୟକ ଯାତ୍ରା କରିପାରୁନାହାନ୍ତି ଲୋକେ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଭିନ୍ନ ଜିଲାରେ ଚାଲୁଛି ୧୬୦୦ରୁ ଅଧିକ ବସ …

ଏନଏଚ-୫୫ ଶୋଚନୀୟ ଯୋଗୁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ସୁବିଧା Read More »

ବିକାଶକୁ ସହିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ : ସସ୍ମିତ ପାତ୍ର

ଭୁବନେଶ୍ୱର: ବିକାଶକୁ ସହିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟକୁ ନେଇ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧେ ବିକାଶକୁ ଦେଖି ସହିପାରୁନାହାନ୍ତି । କେନ୍ଦ୍ରମନ୍ତ୍ରୀ ଭାବରେ ସିଏ କେତେ ବିଫଳ ସମସ୍ତେ ଜାଣିଛନ୍ତି । ୫ଟି ମାଧ୍ୟମରେ ସ୍କୁଲ ରୂପାନ୍ତରଣରୁ କିଛି ଶିଖନ୍ତୁ ଧର୍ମେନ୍ଦ୍ର ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ହେଉକି ଦେବଗଡ଼, କେଉଁଠି ବି ଗୋଟିଏ ମଧ୍ୟ ସ୍କିଲ …

ବିକାଶକୁ ସହିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ : ସସ୍ମିତ ପାତ୍ର Read More »

RSS
Follow by Email
Scroll to Top
Close Bitnami banner
Bitnami