mp aparajita sarangi

ପୁରୀ ପରିକ୍ରମା ଓ ଲିଙ୍ଗରାଜଙ୍କ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଅପରାଜିତା

ଭୁବନେଶ୍ୱର : ଆଜି ଖୋର୍ଦ୍ଧାରେ ଜୋରଦାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ । ନିଜ ଅଞ୍ଚଳର ବିକାଶ ପାଇ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି । ଖୋର୍ଦ୍ଧାର ହେବାଳି ପଡ଼ିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି । ପୁରୀ ପରିକ୍ରମା ପ୍ରକଳ୍ପ …

ପୁରୀ ପରିକ୍ରମା ଓ ଲିଙ୍ଗରାଜଙ୍କ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଅପରାଜିତା Read More »

 ଅପରାଜିତା ସୋଲାର ଲାଇଟରୁ ଖାଇଛନ୍ତି ଦୁଇ କୋଟି କମିସନ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲଗାଇଥିବା ସୋଲାର ଲାଇଟ୍‌ଗୁଡ଼ିକ କିଣି ଦୁଇକୋଟିରୁ ଉର୍ଦ୍ଧ୍ୱ ଟଙ୍କା କମିଶନ ଖାଇଛନ୍ତି । ସୋଲାର ଲାଇଟଗୁଡ଼ିକ ୨୨ହଜାର ଟଙ୍କା ବୋଲି କହୁଥିବା ବେଳେ ସେଗୁଡ଼ିକର ପ୍ରକୃତ ମୂଲ୍ୟ ମାତ୍ର ୧୦/୧୨ ହଜାର ଟଙ୍କା । ଅପରାଜିତା ପ୍ରାୟ ୫ କୋଟି ଟଙ୍କାର ସୋଲାର ଲାଇଟ୍ କିଣି ଦୁଇ କୋଟିରୁ ଅଧିକ ଟଙ୍କା କମିସନ ଖାଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଏକଦା ଅପରାଜିତାଙ୍କ …

 ଅପରାଜିତା ସୋଲାର ଲାଇଟରୁ ଖାଇଛନ୍ତି ଦୁଇ କୋଟି କମିସନ Read More »

ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ

ଭୁବନେଶ୍ୱର: ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ । ଅପରାଜିତାଙ୍କ ଅସଲ ଚେହେରାକୁ ପଦାରେ ପକାଇଲେ ଇପସିତା । ସେ କହିଛନ୍ତି, ଓଡିଆ ସଂସ୍କୃତିର ଜ୍ଞାନ ବାଂଟୁଥିବା ଅପରାଜିତା ଷଡଙ୍ଗୀଙ୍କ ଅସଲ ଚେହେରା ଅତ୍ୟନ୍ତ ସାଂଘାତିକ । ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଟକାଇବାକୁ ଷଡଯନ୍ତ୍ର କରିବା ପଛର ପ୍ରମୁଖ କାର୍ପଟଦାର ହେଉଛନ୍ତି ଅପରାଜିତା । ଗତ ୫ ବର୍ଷରେ ଭୁବନେଶ୍ୱର …

ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ Read More »

ଅପରାଜିତାଙ୍କୁ ବିଜେପି କର୍ମୀଙ୍କ ଘୋର ବିରୋଧ

ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କର୍ମୀଙ୍କ ଘୋର ବିରୋଧ । ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି କର୍ମୀ । ଭୁବନେଶ୍ୱର ଓ ବେଗୁନିଆ ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ଘୋର ବିରୋଧ କରାଯାଇଛି । ବିଜେପି କର୍ମୀ ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ମହାମେଳି କରିବା ସହ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଛନ୍ତି । ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ଦେଖାଦେଇଛି ବିବାଦ ବିଜେପି କେବଳ ଓଡ଼ିଶାର …

ଅପରାଜିତାଙ୍କୁ ବିଜେପି କର୍ମୀଙ୍କ ଘୋର ବିରୋଧ Read More »

RSS
Follow by Email
Scroll to Top
Close Bitnami banner
Bitnami