ପଗଡି ବାନ୍ଧିବାର ପରମ୍ପରା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୁକ୍ । ପ୍ରତ୍ୟେକ ସାଧାରଣତନ୍ତ୍ର ଦିବସ ତଥା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ପଗଡି ବାନ୍ଧିବାର ପରମ୍ପରା ଜାରି ରଖିଛନ୍ତି । ତାହା ପୁଣି ଭିନ୍ନ ଭିନ୍ନ ଷ୍ଟାଇଲରେ । ତାଙ୍କର ଏପରି ଲୁକ୍‌କୁ ବି ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଦିଲ୍ଲୀର ୱାର ମେମୋରିଆଲରେ ଆଜି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସାଫ୍ରନ ରଙ୍ଗର ‘ବାନ୍ଧନୀ’ ପଗଡ଼ି ପିନ୍ଧିଥିବାର …

ପଗଡି ବାନ୍ଧିବାର ପରମ୍ପରା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ Read More »