ଭଗବାନଙ୍କ ଉପରେ କବଜା କରିଛନ୍ତି ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ । ଆଜି ଅଯୋଧ୍ୟାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେଉଥିବା ବେଳେ କଂଗ୍ରେସ ନେତା ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଆସାମର ନାଗାଓଁରେ ଏକ ରାଲିରେ ସମ୍ବୋଧିତ କରି ଖାର୍ଗେ କହିଥିଲେ ଯେ, ଜଣେ ବ୍ୟକ୍ତି ସମଗ୍ର ଭଗବାନଙ୍କୁ କାବୁ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରରେ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଲୋକ ବାହାରେ ଅଛନ୍ତି । ସେ …