ରାଜେଶ ପାଇଲଟଙ୍କ ନାଁ ନେଇ ମନ୍ତବ୍ୟ ଦେଇଥିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତିରେ କଂଗ୍ରେସ ନେତା ସଚିନ ପାଇଲଟ କ୍ରୋଧିତ । ସଚିନ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପ୍ରଚାର ପାଇଁ ରାଜସ୍ଥାନର ଭିଲୱାରାଠାରେ ଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଥରେ ରାଜେଶ ପାଇଲଟ କଂଗ୍ରେସର ମଙ୍ଗଳ ପାଇଁ କଂଗ୍ରେସ କମାଣ୍ଡଙ୍କୁ ଚ୍ୟାଲେଞ୍ଜ କରିଥିଲେ, କିନ୍ତୁ ଏହାକୁ ତାଙ୍କୁ ପସନ୍ଦ ଆସି ନ ଥିଲା । …

ରାଜେଶ ପାଇଲଟଙ୍କ ନାଁ ନେଇ ମନ୍ତବ୍ୟ ଦେଇଥିଲେ ମୋଦି Read More »