ଓଡ଼ିଶାର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବାକୁ ନବନିର୍ବାଚିତ ବିଧାୟକଙ୍କୁ ପରାମର୍ଶ

ଭୁବନେଶ୍ୱର: ଗତକାଲି ଅପରାହ୍ନରେ ନବୀନ ନିବସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଦଳର ସମସ୍ତ ନବନିର୍ବାଚିତ ବିଧାୟକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ନବନିର୍ବାଚିତ ବିଧାୟକ । ପୁଣି ଜନସେବା କରିବାକୁ ସୁଯୋଗ ଦେଇଥିବାରୁ ସମସ୍ତେ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ । ସମସ୍ତଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ଜନସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିବାକୁ ସମସ୍ତ …

ଓଡ଼ିଶାର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବାକୁ ନବନିର୍ବାଚିତ ବିଧାୟକଙ୍କୁ ପରାମର୍ଶ Read More »