କାରଣଦର୍ଶାଅ ନୋଟିସର ଉତ୍ତର ଦେଲେ ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସର କାରଣଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ସୁର ରାଉତରାୟ । ସେ କହିଛନ୍ତି ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପାଇଁ ପ୍ରଚାର କରିବେନି । ମୋ ସାନପୁଅ ଯେହେତୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହୋଇଛନ୍ତି, ତେଣୁ ମୁଁ ଭୁବନେଶ୍ୱରର କୌଣସି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେନି । ତେବେ ପୂରା ଓଡ଼ିଶାରେ ପ୍ରଚାର କରିବି । କଂଗ୍ରେସର କାରଣଦର୍ଶାଅ ନୋଟିସର ଉତ୍ତର ଦେଇ ଏପରି କହିଛନ୍ତି ସୁର । ମୁଁ ମଲା ଯାଏ …

କାରଣଦର୍ଶାଅ ନୋଟିସର ଉତ୍ତର ଦେଲେ ସୁର ରାଉତରାୟ Read More »