ତେଲେଙ୍ଗାନାର ସୁନା ଝିଅ ସୀତାକ୍କା
ହାଇଦ୍ରାବାଦ: ଦିନ ଥିଲା ପୋଲିସର ନିଦ ହଜାଇ ଦେଉଥିବା ଲେଡ଼ି ନକ୍ସଲ କମାଣ୍ଡର ଏବେ ତେଲେଙ୍ଗାନାର ସୁନା ଝିଅ । ଲୋକଙ୍କ ଅସୁବିଧା ଶୁଣିବା ମାତ୍ରେ ପହଞ୍ଚି ଯାଆନ୍ତି ସେ । ଲୋକଙ୍କ ଦୁଃଖ ଦୂର କରନ୍ତି । ଲୋକଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତି । ଆଉ ଅଳ୍ପ ଦିନରେ ପାଲଟିଯାଇଥିଲେ ସମସ୍ତଙ୍କର ପ୍ରିୟ ମଣିଷଟିଏ । ସବୁଠୁ ବଡ଼ କଥା, ସେ ଲେଡ଼ି ନକ୍ସଲ କମାଣ୍ଡରରୁ ଏବେ ପାଲଟି ଯାଇଛନ୍ତି କ୍ୟାବିନେଟ୍ ମନ୍ତ୍ରୀ । ସେ …