ଏମିତି ଜଣେ ବ୍ୟକ୍ତି, ଯିଏ ୯୩ ବର୍ଷ ବୟସରେ ବିବାହ କରି ଚର୍ଚ୍ଚାରେ

ମିଡିଆ ଟାଇକନ୍ ରୁପର୍ଟ ମର୍ଡକ । ବୟସ ୯୩ ବର୍ଷ । ଏବେ ସେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ପଞ୍ଚମ ଥର ବିବାହ କରିଛନ୍ତି । ସେ ତାଙ୍କର ୬୭ ବର୍ଷିୟା ଗର୍ଲଫ୍ରେଣ୍ଡଙ୍କୁ କାଲିଫର୍ନିଆର ଫାର୍ମହାଉସରେ ବିବାହ କରିଛନ୍ତି । ମର୍ଡକ ଅବସରପ୍ରାପ୍ତ ଜୀବବିଜ୍ଞାନୀ ଏଲିନା ଜୁକୋଭାଙ୍କୁ ବିବାହ କରିଛନ୍ତି । ଏପ୍ରିଲ୍ ୨୦୨୩ ରେ ପୂର୍ବତନ ପୋଲିସ୍ ଅଧିକାରୀ ଆନ୍ ଲେସଲି ସ୍ମିଥଙ୍କ ସହ ତାଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା ପରେ …

ଏମିତି ଜଣେ ବ୍ୟକ୍ତି, ଯିଏ ୯୩ ବର୍ଷ ବୟସରେ ବିବାହ କରି ଚର୍ଚ୍ଚାରେ Read More »