Mazar-e-Sharif

panjshir valley, national resistance force, NRF, india air base in tajikistan, tajikistan farkhor air base, ahmad shah masood, India help panjshir fighters, prime minister modi, rising odisha

ତାଜିକସ୍ତାନରେ ଅଛି ଭାରତର ବାୟୁସେନା ଘାଟି, ସେଠାରୁ ତାଲିବାନ ଉପରେ କରିବ କି ଆକ୍ରମଣ ?

ପଂଜଶୀର ଦଖଲ ପାଇଁ ତାଲିବାନକୁ ପାକିସ୍ତାନୀ ବାୟୁସେନା ସାହାଯ୍ୟ କରୁଛି । ରବିବାର ଦିନ ପଂଜଶୀର ଘାଟି ଉପରେ ପାକ୍ ଡ୍ରୋନ୍ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି । ଏହା ଭିତରେ ପଂଜଶୀରରେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଥିବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-NRFକୁ ଭାରତ ସାହାଯ୍ୟ କରୁ ବୋଲି ଦେଶ ଭିତରୁ ଦାବି ଉଠିଲାଣି । ତାଜିକସ୍ତାନରେ ଭାରତୀୟ ବାୟୁସେନା ଘାଟି ଥିବାରୁ ସେଠାରୁ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିବାକୁ ସ୍ୱର ଉଠୁଛି । ଏଭଳି …

ତାଜିକସ୍ତାନରେ ଅଛି ଭାରତର ବାୟୁସେନା ଘାଟି, ସେଠାରୁ ତାଲିବାନ ଉପରେ କରିବ କି ଆକ୍ରମଣ ? Read More »

taliban captured kabul, afghan army, afghan govt, abdul rashid dostum, mohammad ismail khan, afghan army surrenders to taliban, rising odisha

୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ?

କାବୁଲ ଏବେ ତାଲିବାନ କବଜାରେ । ତାଲିବାନ କାବୁଲ ଭିତରକୁ ପ୍ରବେଶ ପୂର୍ବରୁ ସରକାରୀ ସେନା ଅଧିକାରୀ ଓ ସୈନିକଙ୍କୁ କ୍ଷମାଦାନ କଥା କହିଥିଲା । ଏହା ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଗୋଟିଏ ଆତଙ୍କବାଦୀ ସଂଗଠନ କେମିତି ମାତ୍ର କେଇ ଦିନ ଭିତରେ ଦେଶର ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିପାରେ ? ଯେଉଁ ଆଫଗାନୀ ସେନା ତିଆରି କରିବା ପାଇଁ ଆମେରିକା ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା …

୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ? Read More »

afghanistan, taliban, afghan govt surrenders, taliban war, ashraf ghani, rising odisha

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି ଅଶରଫ ଗନି ପରିବାର ସହିତ ଦେଶ ଛାଡିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । କାବୁଲ ଜନତା ତାଲିବାନ ଡରରେ ଥରହର …

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ Read More »

RSS
Follow by Email
Scroll to Top
Close Bitnami banner
Bitnami