mayawati, akhilesh yadav, sp vs bsp, azamgarh bypoll, odia blog, rising odisha

ଆଜମଗଡରେ ମାୟାବତୀଙ୍କ ଗୁଗଲି, ଉପ ନିର୍ବାଚନରେ ଅଖିଳେଶଙ୍କୁ ଘେରିଲେ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକରକମ ଅସ୍ତିତ୍ୱ ହରାଇଥିବା ବହୁଜନ ସମାଜ ପାର୍ଟି ନିଜକୁ ସଂଗଠିତ କରିବାକୁ ଉଦ୍ୟମ କରୁଛି । ତେବେ ଲାଗୁଛି ଯେ, ମାୟାଙ୍କ ନିଶାନାରେ ବିଜେପି କମ ସମାଜବାଦୀ ପାର୍ଟି ଅଧିକ ରହିଛି । ରବିବାର ହୋଇଥିବା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଥିବା ନିଷ୍ପତିରୁ ଏହା ଜଣା ପଡୁଛି । ବିଏସପି ସୁପ୍ରିମୋଙ୍କ ଏହି ନିଷ୍ପତି ଏସପି ମୁଖିଆ ଅଖିଳେଶଙ୍କ ଚିନ୍ତା ବଢାଇ ଦେବ । କାରଣ କରହଲ ବିଧାନସଭା ଆସନରୁ …

ଆଜମଗଡରେ ମାୟାବତୀଙ୍କ ଗୁଗଲି, ଉପ ନିର୍ବାଚନରେ ଅଖିଳେଶଙ୍କୁ ଘେରିଲେ Read More »