ଆଜି ଇଣ୍ଡିଆ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦, ଷ୍ଟାଡିୟମରେ ନାହିଁ ବିଜୁଳି

ରାୟପୁର : ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ ମ୍ୟାଚ୍ । ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ ପୁରା ପ୍ରସ୍ତୁତ । ହେଲେ, ଯେଉଁ ଷ୍ଟାଡ଼ିୟମରେ ଆଜି ଖେଳାଯିବ ମ୍ୟାଚ ସେଠାରେ ବିଦ୍ୟୁତ୍ ସଂଯୋଗ ନାହିଁ । ଜେନେରେଟର ସାହାଯ୍ୟରେ ଖେଳାଯିବ ପୂରା ମ୍ୟାଚ୍ । ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ରହିଛି ଏହି ସମସ୍ୟା । ୨୦୦୯ ମସିହାରୁ ବକେୟା ଥିବା ବିଦ୍ୟୁତ୍ …

ଆଜି ଇଣ୍ଡିଆ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦, ଷ୍ଟାଡିୟମରେ ନାହିଁ ବିଜୁଳି Read More »