ବାହା ହେଲେ ମିଳିବ ୫୧ ହଜାର

ବିବାହ କଲେ ମିଳିବ ଆର୍ଥିକ ସହାୟତା । ଏଣିକି ବାହାହେଲେ ବାହାଘର ଖର୍ଚ୍ଚ ବହନ କରିବେ ସରକାର । ଦେଶର ନାଗରିକମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି । ବିଭିନ୍ନ ବର୍ଗର ଲୋକମାନଙ୍କ ଆବଶ୍ୟକତାକୁ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରିଥାନ୍ତି । ଏଥିରେ ଅଧିକାଂଶ ଯୋଜନା ଗରିବ ଲୋକମାନଙ୍କ ବିକାଶ ବା ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ଲାଗୁ ହୋଇଥାଏ । ଏଭଳି ଲୋକମାନଙ୍କୁ ସରକାର ଯଥାସମ୍ଭବ ସହାୟତା କରିବାକୁ …

ବାହା ହେଲେ ମିଳିବ ୫୧ ହଜାର Read More »