ଆଇସକ୍ରିମ କୋନ୍‌ରୁ ବାହାରିଲା କଟା ଆଙ୍ଗୁଠି

ମୁମ୍ବାଇ : ମୁମ୍ବାଇର ମାଲାଡ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ମହିଳା ଦାବି କରିଛନ୍ତି ଯେ, ତାଙ୍କ ଆସକ୍ରିମ କୋନ ଭିତରୁ ମଣିଷର ଏକ କଟା ଆଙ୍ଗୁଠି ବାହାରିଛି । ମହିଳା ଜଣକ ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତେବେ ସେ ଅନଲାଇନରେ ଆଇସକ୍ରିମ ଅର୍ଡର କରିଥିବା କହିଛନ୍ତି । ପ୍ରାଥମିକ ଅନୁସନ୍ଧାନରେ ପୋଲିସ କହିଛି ଯେ, ଆଇସକ୍ରିମ …

ଆଇସକ୍ରିମ କୋନ୍‌ରୁ ବାହାରିଲା କଟା ଆଙ୍ଗୁଠି Read More »