ମମତାଙ୍କ ପରେ ତାଙ୍କ ପୁତୁରା ଅଭିଷେକ ହେବେ ଟିଏମସି ମୁଖ୍ୟ

କୋଲକାତା: ୧୯୯୮ରେ ଯେତେବେଳେ ମମତା ବାନାର୍ଜୀ କଂଗ୍ରେସ ଛାଡି ତୃଣମୁଳ କଂଗ୍ରେସ ଗଠନ କରିଥିଲେ, ସେତେବେଳେ କଂଗ୍ରେସର ବହୁ ବଡ ବଡ ନେତା ତାଙ୍କ ସହ ତୃଣମୁଳ କଂଗ୍ରେସରେ ଯୋଗ ଦେଇଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଯେତେବେଳେ ତୃଣମୁଳ କଂଗ୍ରେସ ୨୦୧୧ରେ ବେଙ୍ଗଲରେ କ୍ଷମତା ହାସଲ କଲା, ସେତେବେଳେ ରାଜ୍ୟ ରାଜନୀତିରେ ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀକୁ ନେଇ କଳ୍ପନାଜଳ୍ପନା ଜାରି ରହିଲା । ପରବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଯାଗା କିଏ ନେବ ସେନେଇ …

ମମତାଙ୍କ ପରେ ତାଙ୍କ ପୁତୁରା ଅଭିଷେକ ହେବେ ଟିଏମସି ମୁଖ୍ୟ Read More »