Mamata banarjee

ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବ ଟିଏମ୍‌ସି

କୋଲକାତା: ପଶ୍ଚିମବଙ୍ଗରେ ଏକାକୀ ଲୋକ ସଭା ନିର୍ବାଚନ ଲଢିବ ଟିଏମସି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସଭାପତି ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି । ମମତା ଘୋଷଣା କରିଛନ୍ତି ଯେ, ଟିଏମସି କେବଳ ବଙ୍ଗଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ପଶ୍ଚିମବଙ୍ଗ ପାଇଁ ତୃଣମୂଳ କଂଗ୍ରେସ ଆଜି ଏହାର ୪୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରୁ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି । ରାଲି …

ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବ ଟିଏମ୍‌ସି Read More »

ମଧ୍ୟାହ୍ନରେ ବର୍ଷିଥିଲେ, ସନ୍ଧ୍ୟାରେ ମମତାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗଲରେ ଦଳୀୟ ସମାବେଶ କରି କ୍ଷମତାସୀନ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଥିଲେ । ସନ୍ଦେଶଖାଲି ପ୍ରସଙ୍ଗରେ ସେ ଟିଏମସି ଉପରେ ବର୍ଷିଥିଲେ । ତେବେ ସନ୍ଧ୍ୟାରେ ମୋଦି ରାଜଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ରାଜଭବନରେ ହୋଇଥିବା ଏହି ଭେଟଘାଟ ବେଳର ଫଟୋ ସାମ୍ନାକୁ ଆସିଛି । ସେହିପରି ଭେଟଘାଟ ସୌଜନ୍ୟମୂଳକ ଓ ପ୍ରୋଟକଲ ଅନୁସାରେ ହୋଇଥିବା ମମତା ବାନାର୍ଜୀ କହିଛନ୍ତି । …

ମଧ୍ୟାହ୍ନରେ ବର୍ଷିଥିଲେ, ସନ୍ଧ୍ୟାରେ ମମତାଙ୍କୁ ଭେଟିଲେ ମୋଦି Read More »

କଂଗ୍ରେସ-ଟିଏମସି ଫାଟ: ଏକୁଟିଆ ଲଢ଼ିବାକୁ ପ୍ରସ୍ତୁତ ମମତା

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି । ବିଭିନ୍ନ ରାଜନୈତିକ ଦଳ ଉତ୍ସାହର ସହ ଭାଜପା ବିରୋଧରେ ଲଢ଼ିବା ପାଇଁ ସେମାନଙ୍କ ରୋଡମ୍ୟାପ ପ୍ରସ୍ତୁତ କରିଲେଣି । ବିରୋଧୀ ଦଳର ଇଣ୍ଡିଆରେ ଥିବା ସହଯୋଗୀ ଦଳ ରାଜ୍ୟରେ ସିଟ୍ ବାଣ୍ଟିବା ଉପରେ ଆଲୋଚନା କରୁଛନ୍ତି । ଏହାର ବଡ଼ ଦଳ କଂଗ୍ରେସ ସହିତ ନିଜ ନିଜ ରାଜ୍ୟରେ ଅଧିକ ସିଟ ଦାବି କରୁଥିବା ଆଞ୍ଚଳିକ ଦଳଗୁଡିକର ଫାଟ ସୃଷ୍ଟି ହେବାରେ …

କଂଗ୍ରେସ-ଟିଏମସି ଫାଟ: ଏକୁଟିଆ ଲଢ଼ିବାକୁ ପ୍ରସ୍ତୁତ ମମତା Read More »

ମମତାଙ୍କ ପରେ ତାଙ୍କ ପୁତୁରା ଅଭିଷେକ ହେବେ ଟିଏମସି ମୁଖ୍ୟ

କୋଲକାତା: ୧୯୯୮ରେ ଯେତେବେଳେ ମମତା ବାନାର୍ଜୀ କଂଗ୍ରେସ ଛାଡି ତୃଣମୁଳ କଂଗ୍ରେସ ଗଠନ କରିଥିଲେ, ସେତେବେଳେ କଂଗ୍ରେସର ବହୁ ବଡ ବଡ ନେତା ତାଙ୍କ ସହ ତୃଣମୁଳ କଂଗ୍ରେସରେ ଯୋଗ ଦେଇଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଯେତେବେଳେ ତୃଣମୁଳ କଂଗ୍ରେସ ୨୦୧୧ରେ ବେଙ୍ଗଲରେ କ୍ଷମତା ହାସଲ କଲା, ସେତେବେଳେ ରାଜ୍ୟ ରାଜନୀତିରେ ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀକୁ ନେଇ କଳ୍ପନାଜଳ୍ପନା ଜାରି ରହିଲା । ପରବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଯାଗା କିଏ ନେବ ସେନେଇ …

ମମତାଙ୍କ ପରେ ତାଙ୍କ ପୁତୁରା ଅଭିଷେକ ହେବେ ଟିଏମସି ମୁଖ୍ୟ Read More »

RSS
Follow by Email
Scroll to Top
Close Bitnami banner
Bitnami