ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ମହୁଆ ମୈତ୍ର

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକସଭା ସାଂସଦ ପଦରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଏହା ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନରେ ମହୁଆ କହିଛନ୍ତି ଯେ, ମୋତେ ଲୋକସଭା ସାଂସଦ ପଦରୁ ବହିଷ୍କାର କରି ଅନ୍ୟାୟ କରାଯାଇଛି । ମୋ ବିରୋଧରେ ମିଥ୍ୟ ଆରୋପ ଲଗାଯାଇଛି । ଟଙ୍କା ନେଇ ପ୍ରଶ୍ନ ପଚାରିନାହିଁ ବୋଲି କହିଛନ୍ତି ମହୁଆ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ନେଉଥିଲେ ଲାଞ୍ଚ …

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ମହୁଆ ମୈତ୍ର Read More »