LPG price hike

ସିଲିଣ୍ଡର ପିଛା ୧୦୦ରୁ ଅଧିକ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ

ନୂଆଦିଲ୍ଲୀ: ଦିପାବଳି ପୂର୍ବରୁ ଗ୍ୟାସ୍ ଉପଭୋକ୍ତାଙ୍କୁ ଲାଗିଛି ଝଟକା । ଆଜିଠାରୁ ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କିଲୋ ବିଶିଷ୍ଟ ‘କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୧୦୧.୫୦ ପଇସା ବୃଦ୍ଧି ପାଇଛି । ନୂଆ ଦର ଅନୁସାରେ ସମ୍ପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୮୩୩ ଟଙ୍କାରେ ପହଞ୍ଚିଛି । ଗତ ମାସରେ ଦିଲ୍ଲୀରେ ପୂର୍ବରୁ ଏହାର ମୂଲ୍ୟ ଥିଲା ୧,୭୩୧ ଟଙ୍କା । ସେହିପରି ମୁମ୍ବାଇରେ …

ସିଲିଣ୍ଡର ପିଛା ୧୦୦ରୁ ଅଧିକ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ Read More »

ujjwala gas yojana, pm modi ujjwala, gas price rise, gas price hike, rising odisha

ଉଜ୍ୱଳାର କଳା ସତ : ଚୁଲି ଧୁଆଁଠାରୁ ଅଧିକ ଲୁହ ବୁହାଉଛି ଗ୍ୟାସ ଦର, ଭାଡିକୁ ଗଲାଣି ଗ୍ୟାସ୍ ଟାଙ୍କି

ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଆପଣଙ୍କ ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ପୋଷ୍ଟର ଉପରେ ନିଶ୍ଚିତ ଭାବେ ପଡିଥିବ ଯେଉଁଥିରେ ଉଜ୍ୱଳା ଗ୍ୟାସ କେମିତି ମା’ମାନଙ୍କ ଆଖିରୁ ଲୁହ ପୋଛିଛି ସେ କଥା କୁହାଯାଇଛି । ଗୋଟିଏ ସମୟରେ ଉଜ୍ୱଳା ସ୍କିମକୁ ମୋଦି ସରକାରଙ୍କ ସବୁଠାରୁ ମହତ୍ୱାକାଂକ୍ଷୀ ଓ ସଫଳ ଯୋଜନା ବୋଲି କୁହାଯାଉଥିଲା । ଏପରିକି ୨୦୧୯ରେ ମୋଦି ସରକାର ପାର୍ଟ-ଟୁ କେବଳ ଗ୍ୟାସ୍ ସିଲିଣ୍ଡର ପାଇଁ ସମ୍ଭବ ହୋଇଥିଲା ବୋଲି ମଧ୍ୟ କୁହାଗଲା …

ଉଜ୍ୱଳାର କଳା ସତ : ଚୁଲି ଧୁଆଁଠାରୁ ଅଧିକ ଲୁହ ବୁହାଉଛି ଗ୍ୟାସ ଦର, ଭାଡିକୁ ଗଲାଣି ଗ୍ୟାସ୍ ଟାଙ୍କି Read More »

inflation rate, high inflation in India, LPG cylinder, fuel price hike, mustard oil price, common man, job loss, electronis item, rising odisha

ମହଙ୍ଗା ମାଡରେ ଆହତ ଉପଭୋକ୍ତା

ତିନି ମାସରେ ନିତିଦିନିଆ ବ୍ୟବହାର୍ଯ୍ୟ ପଦାର୍ଥ ମୂଲ୍ୟରେ ୪୦ ପ୍ରତିଶ ବୃଦ୍ଧି ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହିତ ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବ୍ୟାପକ ଭାବେ ବଢିଛି । ଏକ ହିସାବ ଅନୁସାରେ ଗତ ତିନି ମାସ ଭିତରେ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ମୁଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ସାମଗ୍ରୀ ଭିତରେ ଅଛନ୍ତି ସାବୁନ, ସାମ୍ପୁ, ଟୁଥପେଷ୍ଟ ଓ ଖାଦ୍ୟ ସାମଗ୍ରୀ । ସାବୁନ, ଶାମ୍ପୁ, ଟୁଥପେଷ୍ଟ …

ମହଙ୍ଗା ମାଡରେ ଆହତ ଉପଭୋକ୍ତା Read More »

RSS
Follow by Email
Scroll to Top
Close Bitnami banner
Bitnami