ଯୋଗୀଙ୍କ ସହ ରହିବାକୁ ପ୍ରେମିକା କରିଥିଲେ ଜିଦ୍‌

ନୂଆଦିଲ୍ଲୀ: ୨୦୧୯ ମସିହା ଜୁନ୍ ମାସରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥିଲା । ଜଣେ ମହିଳା ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ପ୍ରେମିକା ବୋଲି ଦାବି କରି ୫ କାଲିଦାସ୍ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଏହି ମହିଳାଙ୍କ ପାଖରେ ଏକ ଷ୍ଟାମ୍ପ ପେପର ଥିଲା ଯେଉଁଥିରେ ସେ ଏକ ପ୍ରେମ ପତ୍ର ଲେଖିଥିଲେ । ନିଜକୁ ଯୋଗୀଙ୍କ ପ୍ରେମିକା ବୋଲି କହୁଥିବା ଏହି ମହିଳାଙ୍କ ଛାଡପତ୍ର ହୋଇସାରିଥିଲା । ସେ …

ଯୋଗୀଙ୍କ ସହ ରହିବାକୁ ପ୍ରେମିକା କରିଥିଲେ ଜିଦ୍‌ Read More »