Lok Sabha elections

ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ୱର: ଆଗକୁ ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ଆରମ୍ଭ କରିଦେଇଛନ୍ତି । ବୁଧବାର ଓଡ଼ିଶାରୁ କେଉଁମାନେ ଲୋକସଭା ନିର୍ବାଚନ ଲଢ଼ିବେ ସେମାନଙ୍କ ନାମ ଘୋଷଣା କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ତାଲିକାରେ ୯ଜଣଙ୍କ ନାମ ରହିଛି । ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ବିଜେଡି ପ୍ରାର୍ଥୀ ବାଛିଥିବା କୁହାଯାଉଛି । ୯ …

ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା Read More »

ସ୍ୱାଧିନତା ପରଠାରୁ ଆଜି ଯାଏଁ ଲୋକସଭା ନିର୍ବାଚନର ଇତିହାସ କ’ଣ ,ଜାଣନ୍ତୁ

ଘୋଷଣା ହୋଇ ସାରିଛି ଲୋକସଭା ନିର୍ବାଚନ ତାରିଖ । ଏହା ସହିତ ଅଷ୍ଟାଦଶତମ ଲୋକସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏବେ ଆସନ୍ତୁ ନଜର ପକାଇବା ଭାରତରେ ଲୋକସଭା ନିର୍ବାଚନର ଇତିହାସ ଉପରେ । ୧୯୫୨ ମସିହାରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ପରଠାରୁ ଦେଶରେ ସମୁଦାୟ ୧୭ ଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଏବଂ ଅଷ୍ଟାଦଶତମ ନିର୍ବାଚନ ହେବାକୁ ଯାଉଛି । ଦେଶର ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ୧୯୫୧-୫୨ ମସିହାରେ ଲୋକସଭା …

ସ୍ୱାଧିନତା ପରଠାରୁ ଆଜି ଯାଏଁ ଲୋକସଭା ନିର୍ବାଚନର ଇତିହାସ କ’ଣ ,ଜାଣନ୍ତୁ Read More »

ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ : ଏଥର ଆଗାମୀ ଲୋକସଭା ନିର୍ବାଚନରେ ଭାଜପା ୩୭୦ ଓ ଏନଡ଼ିଏ ୪୦୦ ଆସନ ଅତିକ୍ରମ କରିବ । ଏପରି କିଛି ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଉପରେ କଟାକ୍ଷ କରି ସେ ପ୍ରକାଶ କରିଛନ୍ତି ଯେ, ଆସନ୍ତା ଲୋକ ସଭା ନିର୍ବାଚନରେ ଭାଜପା ୩୭୦ଟି ଆସନ ଏବଂ ଏନଡିଏ ୪୦୦ରୁ ଅଧିକ ଆସନ ମିଳିବ । ବିରୋଧୀ ଦଳ ସଦସ୍ୟଙ୍କ ବିବୃତ୍ତିରୁ ତାଙ୍କୁ ବିଶ୍ୱାସ ହୋଇଗଲା ଯେ ସେମାନେ ଦୀର୍ଘ …

ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ Read More »

RSS
Follow by Email
Scroll to Top
Close Bitnami banner
Bitnami