୨୦୨୪ ଲୋକସଭା ନିର୍ବାଚନ: ୧୦୨ ଆସନ ପାଇଁ ହେଉଛି ଭୋଟ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶୁକ୍ରବାର ଆରମ୍ଭ ହୋଇଛି । ଶୁକ୍ରବାର ୧୦୨ ଆସନ ପାଇଁ ହେଉଛି ମତଦାନ । ଏହି ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଆସନ ପାଇଁ ମତଦାନ ହେଉଛି । ତାମିଲନାଡୁର ସମସ୍ତ ୩୯ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଉତ୍ତରାଖଣ୍ଡ ୫, ଅରୁଣାଚଳ ପ୍ରଦେଶ ୨,ମେଘାଳୟ ୧, ନାଗାଲାଣ୍ଡ ୧, ପୁଡ଼ୁଚେରୀ ୧, ସିକ୍କିମ୍ ୧, ଲାକ୍ଷାଦ୍ୱୀପ …

୨୦୨୪ ଲୋକସଭା ନିର୍ବାଚନ: ୧୦୨ ଆସନ ପାଇଁ ହେଉଛି ଭୋଟ Read More »