ଦୁନିଆର ସବୁଠାରୁ ୨୦ ‘ଖୁସୀ’ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ କେଉଁଠି ?

ଆମେରିକା, ଚାଇନା ଭଳି ଦେଶ ଶକ୍ତିଶାଳୀ ହୋଇପାରନ୍ତି କିନ୍ତୁ ଏହି ଗୋଟିଏ କ୍ଷେତ୍ରରେ ସେମାନେ ଏବେ ବି ବହୁତ ପଛରେ ଅଛନ୍ତି । ଏବଂ ତାହା ହେଉଛି ଖୁସି । ଏହା ପୁଣି ଥରେ ପ୍ରମାଣିତ ହୋଇଛି ଯେ ଟଙ୍କା ଏବଂ ଶକ୍ତି ଆପଣଙ୍କୁ ଖୁସି ଦିଏ ନାହିଁ । ଚାଇନା ଓ ଆମେରିକାକୁ ପଛରେ ପକାଇ ଫିନଲାଣ୍ଡ ପୁଣିଥରେ ଦୁନିଆର ସବୁଠାରୁ ‘ଖୁସୀ’ ରାଷ୍ଟ୍ରର ଉଚ୍ଚ ସ୍ଥାନ ହାସଲ କରିଛି । ଫିନଲ୍ୟାଣ୍ଡ ହେଉଛି ବିଶ୍ୱର …

ଦୁନିଆର ସବୁଠାରୁ ୨୦ ‘ଖୁସୀ’ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ କେଉଁଠି ? Read More »