ଲାଲୁଙ୍କ ଯୋଗୁଁ ଗିରଫ ହୋଇଥିଲେ ଆଡଭାନୀ
ନୂଆଦିଲ୍ଲୀ: ଆଜି ଅର୍ଥାତ୍ ନଭେମ୍ବର ୮ ତାରିଖରେ ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ । ରାଜନୀତିରେ ଲାଲ କୃଷ୍ଣ ଆଡଭାନୀ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ସେ ଅନେକ ସଂଘର୍ଷ କରିଛନ୍ତି । ଯେତେବେଳେ ଆଡଭାନୀଙ୍କ ବିଷୟରେ ଆଲୋଚନା କରାଯାଏ,ତାଙ୍କର ‘ରଥ ଯାତ୍ରା’ ସମୟର ଘଟଣା ନିଶ୍ଚୟ ଚର୍ଚ୍ଚାକୁ ଆସେ । ଏହି କାହାଣୀ ୧୯୯୦ ମସିହାର ଅଟେ । ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ବଢିବାରେ …