କପାଳରେ ପ୍ରେମିକଙ୍କ ନାଁରେ ଟାଟୁ କଲେ ଯୁବତୀ

ବ୍ରିଟେନ: ଆଜିକାଲି ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଆଉ ପ୍ରେମିକା-ପ୍ରେମିକ ନିଜର ଭଲ ପାଇବାକୁ ପ୍ରମାଣ ଦେବା ପାଇଁ ଶରୀରରେ ନିଜ ପ୍ରିୟଲୋକର ନାଁ ଟାଟୁ କରିଥାନ୍ତି । ହେଲେ ବ୍ରିଟେନର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ନାମକୁ ନିଜ କପାଳରେ ସ୍ଥାୟୀ ଭାବେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଏକ ଭିଡ଼ିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । …

କପାଳରେ ପ୍ରେମିକଙ୍କ ନାଁରେ ଟାଟୁ କଲେ ଯୁବତୀ Read More »