ପୂର୍ବୁରୁ ଥରେ କଂଗ୍ରେସ ଛାଡିଥିଲେ ଖର୍ଗେ

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ୍ ଖର୍ଗେ ତାଙ୍କର ୫୦ ବର୍ଷର ରାଜନୈତିକ କ୍ୟାରିୟରରେ ୧୨ ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ସେଥିମଧ୍ୟରୁ ସେ ୧୧ ଥର ଜିତିଛନ୍ତି । ତାଙ୍କ ଜୀବନରେ ଏପରି ସୁଯୋଗ ତିନିଥର ଆସିଥିଲା ଯେତେବେଳେ ସେ କର୍ଣ୍ଣାଟକର ସିଏମ୍ ହୋଇଥାନ୍ତେ କିନ୍ତୁ ହୋଇପାରିଲେନି । କିନ୍ତୁ ସେ ହାଇ କମାଣ୍ଡଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିନାହାଁନ୍ତି ଏବଂ କଂଗ୍ରେସ ପ୍ରତି ତାଙ୍କର ବିଶ୍ୱସତ ବଜାୟ ରଖିଛନ୍ତି । ଦେଶର ସର୍ବ ପୁରାତନ ଦଳ କଂଗ୍ରେସ …

ପୂର୍ବୁରୁ ଥରେ କଂଗ୍ରେସ ଛାଡିଥିଲେ ଖର୍ଗେ Read More »