ଓକିଲମାନେ କଳା କୋର୍ଟ-ଗାଉନ୍ ନ ପିନ୍ଧିବାକୁ ନିର୍ଦ୍ଦେଶ
ଥିରୁଭାନନ୍ତପୁରମ୍ : ଆଉ ଓକିଲମାନେ ପିନ୍ଧିବେନି କଳା କୋର୍ଟ-ଗାଉନ୍ । ଓକିଲମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କେରଳ ହାଇକୋର୍ଟ । ଜିଲା ନ୍ୟାୟପାଳିକାଙ୍କ ନ୍ୟାୟଳୟରେ ଉପସ୍ଥିତ ରହୁଥିବା ଓକିଲଙ୍କ କଳା କୋର୍ଟ ଓ ଗାଉନର ଉପଯୋଗର ବିକଳ୍ପ ଭାବରେ ବ୍ୟାଣ୍ଡ ସହ ଧଳା ସାର୍ଟ ପିନ୍ଧିବାକୁ ଅନୁମତି ଦେଇଛନ୍ତି । ଏହି ନିର୍ଦ୍ଦେଶ ଆସନ୍ତା ମେ ୩୧ ପର୍ଯ୍ୟନ୍ତ ଲାଗୁ ରହିବ । ମେ ୩୧ ଯାଏଁ ଲାଗୁ ରହିବ ଏହି ନିର୍ଦ୍ଦେଶ ଏବେ ପ୍ରବଳ ଖରା …