ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେଲେ କେଜରିୱାଲ

ନୂଆଦିଲ୍ଲୀ : ଭର୍ଚୁଆଲି କୋର୍ଟରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ତେବେ ଭିଡିଓ କନଫରେନ୍ସିଂ (ଭିସି) ମାଧ୍ୟମରେ ସେ କୋର୍ଟରେ ହାଜର ହୋଇଥିଲେ । କେଜରିୱାଲଙ୍କ ଓକିଲ ହାଜର ହେବା ପାଇଁ ଆବେଦନ କରିଥିଲେ । ହାଜର ନ ହେବାର କାରଣ କହିଲେ …

ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେଲେ କେଜରିୱାଲ Read More »