କାଶୀର ସୁବେଦାରକୁ ୧୬୬୯ରେ ବିଶ୍ୱନାଥ ମନ୍ଦିର ଭାଙ୍ଗିବାକୁ ଆଦେଶ ଦେଇଥିଲେ ଔରଙ୍ଗଜେବ, ଜାଣନ୍ତୁ ଆଦେଶର କ’ଣ ଥିଲା ?
ବାରଣାସୀର ଜ୍ଞାନବାପି ମସଜିଦ ପରିସରେ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷର ଦାବି ପରଠାରୁ ନୂଆ ବିବାଦ ସୃଷ୍ଟି ହେଲାଣି । ମୁସଲିମ ପକ୍ଷ ଏହି ଦାବିକୁ ଅସ୍ୱୀକାର କରୁଛି । ଯାହାକୁ ଶିବଲିଙ୍ଗ ବୋଲି କୁହାଯାଉଛି ତାହା ଫୁଆରା ବୋଲି ଦାବି କରୁଛନ୍ତି ମସଜିଦ କର୍ମକର୍ତ୍ତା ଓ ମୁସଲିମ ବୁଦ୍ଧିଜିବୀ । ତେବେ କାଶୀର ଇତିହାସକୁ ନେଇ ଏବେ ଢେର ଖୋଳତାଡ଼ ଆରମ୍ଭ ହୋଇଗଲାଣି । ତେବେ ସତ କ’ଣ ? ସତରେ କ’ଣ ଔରଙ୍ଗଜେବ …