୬ ଦିନରେ ୩୭୦ କୋଟିର ବ୍ୟବସାୟ କଲା କଲ୍କି

ପ୍ରଭାସଙ୍କ ଚଳଚ୍ଚିତ୍ର ‘କଲ୍କି ୨୮୯୮ ଏଡି ‘ ବକ୍ସ ଅଫିସରେ ଆଶା ଠାରୁ ଭଲ ପ୍ରଦର୍ଶନ କରୁଛି । ରିଲିଜ ହେବାର ପ୍ରଥମ ଦିନରୁ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲପାଇବା ସାଉଁଟୁଛି । ସିନେମାଘର ବାହାରେ ଦର୍ଶକଙ୍କ ଭିଡ଼ ବଖାଣୁଛି ଏହାର ସଫଳତା । ପ୍ରତ୍ୟେକଦିନ ସିନେମାଟି ଭଲ ବ୍ୟବସାୟ କରୁଛି । ଫିଲ୍ମ ରିଲିଜ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛି । ବକ୍ସ ଅଫିସରେ ଏହି ସିନେମାଟି ଚହଳ …

୬ ଦିନରେ ୩୭୦ କୋଟିର ବ୍ୟବସାୟ କଲା କଲ୍କି Read More »