ସୁରକ୍ଷିତ ଭାବେ ନିଖୋଜ ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ଆଣିଲେ ମିଳିବ ୧୧ହଜାର ଟଙ୍କା
ନୂଆଦିଲ୍ଲୀ: ନିଖୋଜ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଜମି ଦୁର୍ନୀତି ମାମଲାରେ ଜେରା କରିବା ଲାଗି ଇଡି ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଖୋଜି ଆଣିଲେ ବା ତାଙ୍କର ସୂଚନା ଦେଲେ ଉକ୍ତ ଭଦ୍ର ବ୍ୟକ୍ତିଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ପୁରସ୍କାର ରାଶିର ମୂଲ୍ୟ ୧୧ହଜାର ଟଙ୍କା ରଖାଯାଇଛି । ନିଖୋଜ ଥିବା ବ୍ୟକ୍ତି ଜଣକଙ୍କ ନାମ ହିମନ୍ତ ସୋରେନ, ରଙ୍ଗ ଶ୍ୟାମଳ, ଉଚ୍ଚତା ୫ ଫୁଟ …
ସୁରକ୍ଷିତ ଭାବେ ନିଖୋଜ ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ଆଣିଲେ ମିଳିବ ୧୧ହଜାର ଟଙ୍କା Read More »