ଝାଡ଼ଖଣ୍ଡରେ ନୂତନ ସରକାର ଗଠନ ପାଇଁ ଛକାପଞ୍ଝା

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗିରଫ ହେବା ପରେ ଝାଡ଼ଖଣ୍ଡରେ ନୂତନ ସରକାର ଗଠନ ପାଇଁ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଦଳର ଅନୁଗତ ତଥା ରାଜ୍ୟ ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ମନୋନୀତ କରାଯାଇଥିଲା । ଚମ୍ପାଇ ସୋରେନଙ୍କ ସମର୍ଥନରେ ୪୩ ଜଣ ବିଧାୟକ ଅଛନ୍ତି । ବିଧାୟକମାନଙ୍କୁ ଝାଡ଼ଖଣ୍ଡ ବାହାରକୁ ସ୍ଥାନାନ୍ତର ସୋରେନଙ୍କ …

ଝାଡ଼ଖଣ୍ଡରେ ନୂତନ ସରକାର ଗଠନ ପାଇଁ ଛକାପଞ୍ଝା Read More »