ଘରକୁ ନଫେରିବାକୁ ଚେତାବନୀ ଦେଲେ ପ୍ରଶଂସକ

ନିଜର ପାରମ୍ପରିକ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଧାର୍ଯ୍ୟ କରିଥିବା ୧୨୦ ରନ୍‌ର ଛୋଟ ବିଜୟ ଲକ୍ଷ୍ୟକୁ ହାସଲ କରିପାରି ନଥିବା ପାକିସ୍ତାନ ଖେଳାଳି ଏବେ ସାମାଜିକ ଗଣମାଧ୍ୟମରେ ଛାଇହୋଇ ରହିଛନ୍ତି। ତେବେ ଏହା କୌଣସି ସକାରାତ୍ମକ କାରଣ ପାଇଁ ନୁହେଁ, ବରଂ ନିଜ ପ୍ରଶଂସକଙ୍କ କଟାକ୍ଷ ପାଇଁ । କାରଣ ପାକିସ୍ତାନୀ ପ୍ରଶଂସକ ନିଜ ଦେଶର ଖେଳାଳିଙ୍କ ଉପରେ ସାମଜିକ ଗଣମାଧ୍ୟମରେ ରାଗ ଶୁଝାଉଛନ୍ତି। ଏମିତିକି ‘ ଆଉ ଘରକୁ ନ ଫେରିବାକୁ ଭଳି ସଂଘାତିକ ଚେତାବନୀ …

ଘରକୁ ନଫେରିବାକୁ ଚେତାବନୀ ଦେଲେ ପ୍ରଶଂସକ Read More »