ଅଧିକ ଚା’ ପିଉଥିଲେ ସାବଧାନ

ଭୁବନେଶ୍ୱର: ଚା’ ପିଇବାକୁ ନେଇ ଭାରତରେ ଦୁଇ ପ୍ରକାର ଲୋକ ଦେଖୁବାକୁ ମିଳିଥାନ୍ତି । ସକାଳେ ସନ୍ଧ୍ୟାରେ କିଛି ଲୋକ ସଉକରେ ଜଳଖିଆ ସହିତ ଚା’ ପିଅନ୍ତି । ସେହିପରି ଅନ୍ୟ କିଛି ଲୋକ ଚା ପିଇବାକୁ ବହୁତ ଭଲ ପାଆନ୍ତି, ସେମାନେ ଦିନରେ ଅନେକ ଥର ଚା’ ପିଅନ୍ତି । କେତେବେଳେ ଖବରକାଗଜ ପଢ଼ିବା ସମୟରେ ତ ଆଉ କେତେବଳେ ଖାଇବାପରେ ତ ଏପରିକି ମନ ଖରାପଥିଲେ ମଧ୍ୟ ସେମାନେ ଚା’ ପିଅନ୍ତି । କିନ୍ତୁ …

ଅଧିକ ଚା’ ପିଉଥିଲେ ସାବଧାନ Read More »