India

ବିଶ୍ୱର ପ୍ରଥମ ଦଳ ହେଲା ଭାରତ

ଟି-୨୦ ବିଶ୍ୱକପ ପରେ ମଧ୍ୟ ଭାରତୀୟ ଦଳ ବିଜୟ ଧାରା ଜାରି ରଖିଛି। ବୁଧବାର ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୨୩ ରନରେ ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଜିମ୍ବାୱେ ଦଳ ୬ ୱିକେଟ୍ ହରାଇବା ପରେ ମାତ୍ର ୧୫୯ ରନ୍ ସଂଗ୍ରହ କରିଥିଲା । …

ବିଶ୍ୱର ପ୍ରଥମ ଦଳ ହେଲା ଭାରତ Read More »

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର ୮ ମୁକାବିଲାରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ରାତି ୮ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି । ଆଫଗାନିସ୍ତାନଠାରୁ ହାରିବା ପରେ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ସାମାନ୍ୟ ଭାରୀ ରହିଛି । ଭାରତ ସେମିଫାଇନାଲ କୁ ଯିବା ଗୋଟିଏ ପ୍ରକାର …

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ Read More »

Rise of Taliban 2.0, taliban, afghanistan, taliban ressurgence, rising odisha

ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ?

ଜଣେ ରାଷ୍ଟ୍ରପତିଙ୍କୁ ପିଟିପିଟି ହତ୍ୟା କରି ଟ୍ରାଫିକ ପୋଷ୍ଟରେ ଶବକୁ ଝୁଲାଇଥିବା ‘ବିଦ୍ୟାର୍ଥୀ’ଙ୍କ ଦଳ ପୁଣି ଶାସନକୁ ଫେରୁଛି ଆଫଗାନିସ୍ତାନରୁ ଆମେରିକା ସେନା ଫେରିବା ଦିନ ପାଖେଇ ଆସିବା ସହିତ ସେଠାରେ ତାଲିବାନ କ୍ଷମତା ଦଖଲର ନିକଟତର ହେବାରେ ଲାଗିଛି । ତାଲିବାନ ଗତ କେଇ ସପ୍ତାହ ମଧ୍ୟରେ ୧୦ ଜିଲ୍ଲାର ମୁଖ୍ୟାଳୟ ଉପରେ କବଜା ଜମାଇ ସାରିଲାଣି । ସବୁଠୁ ବଡ କଥା ହେଉଛି ଏଥିପାଇଁ ତାଲିବାନକୁ ବିଶେଷ କିଛି କଷ୍ଟ କରିବାକୁ ପଡିନାହିଁ । …

ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ? Read More »

RSS
Follow by Email
Scroll to Top
Close Bitnami banner
Bitnami