ଟି-ଟ୍ୱେଣ୍ଟି ୱାର୍ଲଡ କପରୁ ବାଦ୍ ପଡ଼ିଲା ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ୍

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଟି-୨୦ ବିଶ୍ୱକପରୁ ଅନ୍ୟତମ ଟାଇଟଲ୍ ଫେଭରିଟ୍ କୁହାଯାଉଥିବା ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ୍ ବିଦା ହୋଇଛି। ଟି-ୱ୍ଟେଣ୍ଟି ଫର୍ମାଟରେ ଏଥର ୱାର୍ଲଡ୍ କପର ଡାର୍କ ହର୍ସ ସାଜିଥିବା ଆଫଗାନିସ୍ତାନ୍ ଗ୍ରୁପ ପର୍ଯ୍ୟାୟରେ ପପୁଆ ନ୍ୟୁ ଗିନିକୁ ୭ ୱିକେଟରେ ହରାଇ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଆଫଗାନିସ୍ତାନ ଆଗେଇ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଗ୍ରୁପ ପର୍ଯ୍ୟାୟରୁ କ୍ୱିୱି ଟିମ ବାଦ ପଡ଼ିବା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରି …

ଟି-ଟ୍ୱେଣ୍ଟି ୱାର୍ଲଡ କପରୁ ବାଦ୍ ପଡ଼ିଲା ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ୍ Read More »