ଗିରଫ କରିବାକୁ ହେମନ୍ତ ସୋରେନଙ୍କୁ ଖୋଜୁଛି ଇଡି

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଦିଲ୍ଲୀରେ ଇଡି ଟିମ୍ ସକ୍ରିୟ ଭାବେ ହେମନ୍ତ ସୋରେନଙ୍କୁ ଖୋଜୁଛି । ତାଙ୍କ ସ୍ଥାନ ଖୋଜିବାକୁ ଚେଷ୍ଟା କରୁଛି । କିନ୍ତୁ ସୋରେନ ଇଡିକୁ ଏକ ଇ-ମେଲ ପଠାଇ ଜାନୁଆରି ୩୧ରେ ହାଜର ହେବେ ବୋଲି ଜଣାଇଛନ୍ତି । ଇଡି ଜାଣିଶୁଣି ହେମନ୍ତଙ୍କୁ କରୁଛି ହଇରାଣ ସେପଟେ ହେମନ୍ତ ସୋରେନଙ୍କ ଉପରେ ଏହି କଟକଣାର ପ୍ରଭାବ ଝାଡ଼ଖଣ୍ଡରେ ମଧ୍ୟ ଦେଖିବାକୁ ମିଳୁଛି …

ଗିରଫ କରିବାକୁ ହେମନ୍ତ ସୋରେନଙ୍କୁ ଖୋଜୁଛି ଇଡି Read More »