ନିର୍ବାଚନ ପ୍ରଚାରରେ ମହଙ୍ଗା ହେବ ହେଲିକପ୍ଟର ଭଡ଼ା

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ମହଙ୍ଗା ହେବ ହେଲିକପ୍ଟର ଓ ଚାର୍ଟାର୍ଡ଼ ଭଡ଼ା । ନିର୍ବାଚନକୁ ଦୃଷ୍ଟିରେ ରଖି ୪୦ ପ୍ରତିଶତ ଭଡ଼ା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ରାଜନୈତିକ ଦଳ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗତ ସାଧାରଣ ନିର୍ବାଚନ ତୁଳନାରେ ଚାର୍ଟାର୍ଡ ବିମାନ ଏବଂ ହେଲିକପ୍ଟରର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ଘଣ୍ଟା ପ୍ରତି ଭଡ଼ା ୪୦ ପ୍ରତିଶତ ବୃଦ୍ଧି ପାଇବ ହେଲିକପ୍ଟରଗୁଡ଼ିକର …

ନିର୍ବାଚନ ପ୍ରଚାରରେ ମହଙ୍ଗା ହେବ ହେଲିକପ୍ଟର ଭଡ଼ା Read More »