heavy rainfall india

ବର୍ଷାରେ ଭିଜିଲା ରାଜଧାନୀ ଭୁବନେଶ୍ଵର, ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର : ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ବର୍ଷାର ଦେଖାଦର୍ଶନ ନାହିଁ । ଏହାରି ଭିତରେ ବର୍ଷାରେ ଭିଜିଛି ରାଜଧାନୀ ଭୁବନେଶ୍ୱର। ଆଉ ରାଜଧାନୀବାସୀଙ୍କୁ ମିଳିଛି ଅସମ୍ଭାଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି। ପବନ ବର୍ଷା ଯୋଗୁ ରାଜଧାନୀର କେତେକ ସ୍ଥାନରେ ରାସ୍ତାରେ ଗଛ ଉପୁଡ଼ି ପଡ଼ିଛି। ଘନଘନ ବିଜୁଳି ମାରୁଥିବାରୁ ଲୋକମାନେ ରାସ୍ତାରେ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ …

ବର୍ଷାରେ ଭିଜିଲା ରାଜଧାନୀ ଭୁବନେଶ୍ଵର, ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି Read More »

arunachal pradesh flood, arunachal pradesh flood 2023, weather conditions odisha, odia blog, rising odisha

ଇନ୍ଦ୍ର ଦେବଙ୍କ ଅଜବ ଲୀଳା,କେଉଁଠି ଜଳ ପ୍ରଳୟ କେଉଁଠି ବର୍ଷା ଗାଏବ

ହୁହୁ ହୋଇ ବଢିଚାଲିଥିବା ଦରଦାମ ଭିତରେ ମୌସୁମୀର ଅଜବ ବ୍ୟବହାର ଭାରତକୁ ଡରାଇ ସାରିଲାଣି । ମୌସୁମୀ ଆସିବା ପରେ ଲାଗୁଛି ଏହା ବାକି ଭାରତକୁ ଭୁଲି ଯାଇ କେବଳ ଉତ୍ତର ଭାରତ ଉପରେ ବର୍ଷୁଛି । ଉତ୍ତର ଭାରତରେ ଏଭଳି ଭୀଷଣ ବର୍ଷା ଯେ 50 ବର୍ଷରେ ରେକର୍ଡ୍ ପାଣିରେ ବୋହି ଗଲାଣି । ଉତ୍ତରାଖଣ୍ଡ,ହିମାଚଳ ପ୍ରଦେଶ ଭଳି ପାହାଡି ରାଜ୍ୟରେ ବନ୍ୟା ଆତଙ୍କ ସୃଷ୍ଟି କରିଛି । ଏଭଳି ବର୍ଷା 2013 ଉତ୍ତରାଖଣ୍ଡ ବନ୍ୟାର …

ଇନ୍ଦ୍ର ଦେବଙ୍କ ଅଜବ ଲୀଳା,କେଉଁଠି ଜଳ ପ୍ରଳୟ କେଉଁଠି ବର୍ଷା ଗାଏବ Read More »

RSS
Follow by Email
Scroll to Top
Close Bitnami banner
Bitnami