ଧନତେରାସ ଓ ଦୀପାବଳି ପୂର୍ବରୁ ହ୍ରାସ ପାଇଲା ସୁନା ଓ ରୁପା ଦର

ଭୁବନେଶ୍ୱର: ଆଉ ମାତ୍ର ଦୁଇଦିନ ପରେ ଧନତେରାସ । ଧନତେରାସ ଓ ଦିପାବଳୀ ପୂର୍ବରୁ ହ୍ରାସ ପାଇଛି ସୁନା ଓ ରୁପା ଦର । ତେଣୁ ଚଳିତ ବର୍ଷ ଧନତେରସ୍‌ରେ ସୁନା ବେପାର ଜମିବ । ଧନତେରସ୍ ପାଖେଇ ଆସିଥିବା ବେଳେ ସୁନା ବଜାର ବେଶ ଚଳଚଞ୍ଚଳ ହୋଇଉଠିଛି । ସ୍ଥାନୀୟ ଗହଣା ପ୍ରତିଷ୍ଠାନଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥାଗୁଡ଼ିକ ନିଜ ସୋ’ରୁମ୍‌ରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରଖିଛନ୍ତି । ନୂଆ …

ଧନତେରାସ ଓ ଦୀପାବଳି ପୂର୍ବରୁ ହ୍ରାସ ପାଇଲା ସୁନା ଓ ରୁପା ଦର Read More »