କଂଗ୍ରେସକୁ କହିଲେ ‘କର୍ଫ୍ୟୁ ଏବଂ ଦଙ୍ଗାର ସରକାର’

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ଓ କଂଗ୍ରେସ ପ୍ରଚାରପ୍ରସାର ଜୋରସୋରରେ ଚାଲିଛି ।ଉଭୟ ଦଳ କୌଣସି ନା କୌଣସି ପ୍ରସଙ୍ଗ ନେଇ ଆରୋପ ପ୍ରତ୍ୟାରୋପରେ ଲାଗିପଡିଛନ୍ତି ।ନଭେମ୍ବର ୨୫ ରେ ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ହେବ । ଷ୍ଟାର ପ୍ରଚାରକଙ୍କ ଦମଦାର ପ୍ରଚାରରେ ପୁଣି ଥରେ ରାଜସ୍ଥାନକୁ ହାତେଇବାକୁ ବିଜେପି ଗେହଲଟ ସରକାରଙ୍କୁ ଟାର୍ଗେଟ କରୁଛି । ନିର୍ବାଚନୀ ମଇଦାନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ଦମଦାର ପ୍ରଚାର ରାଜସ୍ଥାନରେ ଗେହଲଟ ସରକାଙ୍କୁ …

କଂଗ୍ରେସକୁ କହିଲେ ‘କର୍ଫ୍ୟୁ ଏବଂ ଦଙ୍ଗାର ସରକାର’ Read More »