ଫାର୍ମହାଉସ୍ରେ ପଡ଼ିଯିବାରୁ ଭାଙ୍ଗିଗଲା କେସିଆରଙ୍କ କମର ହାଡ
ହାଇଦ୍ରାବାଦ: ଏରାବଲ୍ଲୀସ୍ଥିତ ଫାର୍ମହାଉସ୍ରେ ପଡ଼ିଯିବାରୁ ଗୁରୁବାର ରାତିରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୁରୁତର ହୋଇଛନ୍ତି । ତାଙ୍କୁ ସୋମାଜିଗୁଡ଼ାର ଯଶୋଦା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ତାଙ୍କର କମରର ହାଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି । ତାହା ଅସ୍ତ୍ରୋପଚାର କରାଯିବ । ତାଙ୍କୁ ଦେଖା କରିବା ଲାଗି ତେଲେଙ୍ଗାନାର ବିଭିନ୍ନ ପ୍ରାନ୍ତରୁ ବିଧାୟକମାନେ ଡାକ୍ତରଖାନାକୁ ଆସୁଛନ୍ତି । ପୂର୍ବତନ ମନ୍ତ୍ରୀ କେ. ଟି. ରାମା ରାଓ, ହରିଶ ରାଓ ଓ ‘ଏମ୍ଏଲ୍ସି’ କବିତା …
ଫାର୍ମହାଉସ୍ରେ ପଡ଼ିଯିବାରୁ ଭାଙ୍ଗିଗଲା କେସିଆରଙ୍କ କମର ହାଡ Read More »