ରାଜ୍ୟରେ ବୁଡ଼ି ବୁଡ଼ି ଯାଉଥିବା ଦଳର ଶରଣ ପଶିବେ ହାରୁ ବ୍ରାଣ୍ଡ୍ ନେତା !

ଭୁବନେଶ୍ୱର: ବିଜେପିରେ ଥାଇ ବି ନଥିଲା ଭଳି ସ୍ଥିତି ଯୋଗୁ ଏବେ କଂଗ୍ରେସ ଆଡ଼କୁ ମୁହାଇଁଛନ୍ତି ରାଜ୍ୟ ରାଜନୀତିର ଏକଦା ହାର୍ଡକୋର୍ ଅଣକଂଗ୍ରେସୀ ନେତା ବିଜୟ ମହାପାତ୍ର । ରାଜ୍ୟ ପଲିଟିକାଲ୍ କରିଡରର ଚର୍ଚ୍ଚା ଅନୁସାରେ, ବିଜୟ ମହାପାତ୍ର ନିଜର କିଛି ଖାସ୍ ପୂର୍ବତନ ରାଜନୀତିକ ସହଯୋଗୀଙ୍କୁ ହାତ ପାର୍ଟିରେ ଥଇଥାନ୍ କରାଇ ସାରିଲେଣି, ଆଉ କିଛିଙ୍କୁ ଶୀଘ୍ର ଏଣ୍ଟ୍ରି କରାଇବା ପରେ ନିଜେ କଂଗ୍ରେସ ଭବନକୁ ଜମ୍ପ ମାରିବେ । ବିଜୟ ମହାପାତ୍ରଙ୍କ ହାତ ପାର୍ଟିକୁ …

ରାଜ୍ୟରେ ବୁଡ଼ି ବୁଡ଼ି ଯାଉଥିବା ଦଳର ଶରଣ ପଶିବେ ହାରୁ ବ୍ରାଣ୍ଡ୍ ନେତା ! Read More »