evm voting

ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI

ଭୁବନେଶ୍ୱର : ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI । ନିର୍ବାଚନ ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ ଦୀପାଳି । ସେ ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତେବେ ଏହାକୁ ଚେକିଂ ଓ ଭେରିଫିକେସନ ପାଇଁ ECI ଗ୍ରହଣ କରିଥିବା ସୂଚନା ମିଳିଛି । ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର EVM ଯାଞ୍ଚ ପାଇଁ ଅନୁମତି ମିଳିଛି । ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ …

ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI Read More »

ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍‌: ଖର୍ଚ୍ଚ ହେବ ୧୦ ହଜାର କୋଟି

ନୂଆଦିଲ୍ଳୀ: ଏଥର ପ୍ରତି ୧୫ ବର୍ଷରେ ବଦଳିବ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ୍ ବା ଇଭିଏମ । ଏଥିଲାଗି ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା । ଭାରତର ନିର୍ବାଚନ କମିସନ୍ କେନ୍ଦ୍ର ସରକାରଙ୍କୁ ଏହା ଜଣାଇଛନ୍ତି । ଦେଶବ୍ୟାପୀ ଏକ ସମୟରେ ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ ଆୟୋଜନ ଲାଗି ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହାଉପରେ ବିଚାରବିମର୍ଶ ଲାଗି ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି । ତେବେ …

ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍‌: ଖର୍ଚ୍ଚ ହେବ ୧୦ ହଜାର କୋଟି Read More »

RSS
Follow by Email
Scroll to Top
Close Bitnami banner
Bitnami