election results

ଏବେ ବି ବିଜେଡ଼ି ହାତରୁ ଯାଇନି କ୍ଷମତା !

ଭୁବନେଶ୍ୱର: ରାଜ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ । ୨୪ ବର୍ଷର ବିଜେଡି ସରକାର ହାତରୁ ଖସି ଯାଇଛି ଶାସନ ଭାର । ଏହା ସହ ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ବୃହତ ଦଳ ଭାବେ ଉଭା ହେବା ସହ ସରକାର ଗଢିଛି ବିଜେପି । ଅନ୍ୟପଟେ ଲୋକସଭା ନିର୍ବାଚନରେ ମଧ୍ୟ ଏନଡିଏ ତୃତୀୟ ଥର ପାଇଁ ଲଗାତାର ସରକାର ହାତେଇବାରେ ସଫଳ ହୋଇଛି । କିନ୍ତୁ ଗତ ୨୦୧୪ ଏବଂ ୨୦୧୯ ଭଳି ଏନଡିଏକୁ ସେତେଟା …

ଏବେ ବି ବିଜେଡ଼ି ହାତରୁ ଯାଇନି କ୍ଷମତା ! Read More »

ରାଜ୍ୟରେ ୭୦ଟି କେନ୍ଦ୍ରରେ ଚାଲିଛି ଭୋଟ୍ ଗଣତି

ଭୁବନେଶ୍ୱର: ଆରମ୍ଭ ହୋଇଛି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି । ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ, ଆଉ ଟ୍ରେଣ୍ଡ ସାମ୍ନାକୁ ଆସିବ । …

ରାଜ୍ୟରେ ୭୦ଟି କେନ୍ଦ୍ରରେ ଚାଲିଛି ଭୋଟ୍ ଗଣତି Read More »

ଫଳାଫଳ ଆସିବା ପୂର୍ବରୁ ରାମରାଜ୍ୟ ପୋଷ୍ଟର ଝୁଲାଇ କଂଗ୍ରେସ ପାଳିଲା ବିଜୟ ଉତ୍ସବ

ନୂଆଦିଲ୍ଲୀ: ଆଜି ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଗଡ଼ରେ ବିଧାନସଭା ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ ଗଣନା ଆରମ୍ଭ ହୋଇଯାଇଛି । ଖବର ଲେଖାଯିବା ବେଳକୁ ପ୍ରାରମ୍ଭିକ ଟ୍ରେଣ୍ଡ୍‌ରୁ ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ‘ବିଜେପି’ ଆଗୁଆ ଥିବାବେଳେ ତେଲେଙ୍ଗାନାରେ ‘ବିଆରଏସ୍‌’ଠାରୁ କଂଗ୍ରେସ ଆଗରେ ରହିଛି । ସେହିପରି ଛତିଶଗଡ଼ରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି । ବର୍ତ୍ତମାନ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିନି । ହେଲେ କଂଗ୍ରେସ ତାର ବିଜୟ ଉତ୍ସବ …

ଫଳାଫଳ ଆସିବା ପୂର୍ବରୁ ରାମରାଜ୍ୟ ପୋଷ୍ଟର ଝୁଲାଇ କଂଗ୍ରେସ ପାଳିଲା ବିଜୟ ଉତ୍ସବ Read More »

loksabha, loksabha seating arrangement, loksabha seats, parliament session, president of India, primeminister of India, narendra modi, ramnath kovind, parliament, rising odisha

ଲୋକସଭାରେ କିଏ କେଉଁଠି ବସିବେ, କେମିତି ହୋଇଥାଏ ନିର୍ଧାରିତ ?

କିଛି ସମୟର ଅନ୍ତରାଳରେ ସଂସଦ ଅଧିବେଶନ ଆହୂତ ହୋଇଥାଏ । ଏହି ସବୁ ଅଧିବେଶନରେ ସଂସଦରେ ଅନେକ ବିଧେୟକ ଓ ପ୍ରସଙ୍ଗ ଉପରେ ଆଲୋଚନା ହୁଏ । ଏହି କ୍ରମରେ ସୋମବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୂମୀ ଅଧିବେଶନ । ମୋଦି ମନ୍ତ୍ରିମଣ୍ଡଳର ବିସ୍ତାର ପରେ ଏହା ହେଉଛି ପ୍ରଥମ ଅଧିବେଶନ । ତେବେ କ’ଣ ଆପଣ ଜାଣିଛନ୍ତି କି କେମିତି ସଂସଦ ଅଧିବେଶନକୁ ନେଇ ପ୍ରସ୍ତୁତି ହୁଏ ଓ କିଏ ଏହାର ସମୟ ନିର୍ଦ୍ଧାରିତ କରନ୍ତି …

ଲୋକସଭାରେ କିଏ କେଉଁଠି ବସିବେ, କେମିତି ହୋଇଥାଏ ନିର୍ଧାରିତ ? Read More »

RSS
Follow by Email
Scroll to Top
Close Bitnami banner
Bitnami