Election news

ଶିବରାଜଙ୍କୁ ଟକ୍କର ଦେବେ ରାମାୟଣର ହନୁମାନ

ବାଜି ସାରିଛି ୫ଟି ରାଜ୍ୟର ବିଧାନସଭା ମହାସମର ବିଗୁଲ । ତାରିଖ ଘୋଷଣା ପରେ ରାଜନୈତିକ ଦଳଙ୍କ ଗୋଟି ଚାଳନା ଆରମ୍ଭ । ୩ଟି ରାଜ୍ୟ ପାଇଁ ଯୋଦ୍ଧା ଘୋଷଣା କଲା କଂଗ୍ରେସ । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ମଧ୍ୟପ୍ରଦେଶର ୧୪୪ଟି, ଛତିଶଗଡ଼ର ୩୦ଟି ଓ ତେଲେଙ୍ଗାନାର ୫୫ଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି । …

ଶିବରାଜଙ୍କୁ ଟକ୍କର ଦେବେ ରାମାୟଣର ହନୁମାନ Read More »

ଦଳକୁ ଗୁରୁମନ୍ତ୍ର ଦେବେ ରାହୁଲ ଓ ପ୍ରିୟଙ୍କା

ଭୋପାଳ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି । ମଧ୍ୟପ୍ରଦେଶରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଭାଇ-ଭଉଣୀଙ୍କ ଯୋଡି ରାଜନୈତିକ ଦୃଶ୍ୟପଟ୍ଟ ବଦଳାଇବେ ବୋଲି ଚର୍ଚ୍ଚା ଜୋର ଧରିଛି ।  ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବିନ୍ଧ୍ୟ ଏବଂ ମହାକୋଶଳରେ ନିର୍ବାଚନ ବୈଠକ କରି ଦଳକୁ ନୂତନ ଗୁରୁମନ୍ତ୍ର ଦେବେ । ରାହୁଲ ଗାନ୍ଧୀ ଶାହଡୋଲ ଜିଲ୍ଲାର ବ୍ୟେହରିରେ ଅନୁଷ୍ଠିତ ଏକ ସାଧାରଣ ସଭାରେ …

ଦଳକୁ ଗୁରୁମନ୍ତ୍ର ଦେବେ ରାହୁଲ ଓ ପ୍ରିୟଙ୍କା Read More »

୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଆଜି ବାଜିବ ୫ ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯିବ । ନିର୍ବାଚନ ତାରିଖ, ମତଦାନ ପର୍ଯ୍ୟାୟ ଓ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାରର ତାରିଖ ଆଦି ଘୋଷଣା କରିବା ନିମନ୍ତେ ନିର୍ବାଚନ ଆୟୋଗ ଆଜି ଦିନ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକିଛନ୍ତି । ନଭେମ୍ବରର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ତାରିଖ …

୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବ ନିର୍ବାଚନ କମିସନ Read More »

RSS
Follow by Email
Scroll to Top
Close Bitnami banner
Bitnami